ମାର୍କେଟ ବିଲ୍ଡିଂ ଗୁଣ୍ଡାରାଜ ଘଟଣା : ଗିରଫ ହେଲେ ୧୮

in #steempress6 years ago (edited)


ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଗତକାଲି ସନ୍ଧ୍ୟାରେ ମାର୍କେଟ ବିଲ୍ଡିଂରେ କିଛି ଯୁବକ ଆତଙ୍କରାଜ ଖେଳାଇଥିଲେ । ଏମିତି କି ଉଠା ଦୋକାନୀ ମାନଙ୍କୁ ମାଡ ମାରିବା ସହିତ ସେମାନଙ୍କ ଆଶବାବପତ୍ରକୁ ଭଙ୍ଗା ରୁଜା କରିବା ସହିତ ଫିଙ୍ଗି ଦେଇଥିଲେ ।

ତେବେ ଏହି ଘଟଣାରେ ପୋଲିସ ୧୮ ଜଣଙ୍କୁ ଗିରଫ କରିଥିବା ସୂଚନା ମିଳିଛି । ଏଥି ସହିତ ୫ ଟି ବାଇକକୁ ପୋଲିସ ଅଟକ ରଖିଥିବା କମିଶନରେଟ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।